ଜାତୀୟ ଖବର ‘ଦୀପାଥୁନ୍’ରେ ଥରୁଟିଏ ‘କାର୍ତ୍ତିଗାଇ ଦୀପମ୍’ ପ୍ରଜ୍ବଳନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇ ଜିଲ୍ଲା ଅନ୍ତର୍ଗତ ତିରୁପାରାକୁନ୍ଦ୍ରମ୍ ପାହାଡ଼ ଶୀର୍ଷରେ ଥିବା ବିବାଦୀୟ ପଥର ସ୍ତମ୍ଭ ‘ଦୀପାଥୁନ୍’ଠାରେ ଆସନ୍ତା ନଭେମ୍ବର ୨୪ ତାରିଖରେ ଗୋଟିଏ ଥର ପାଇଁ…