ଆଜିର ଖବର ପୋଲ ତଳକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଚାଳକ କେନ୍ଦୁଝର: ପିଲାଙ୍କୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି ଏକ ଘରୋଇ ସ୍କୁଲ ଭ୍ୟାନ୍। କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ବଣପାର ନିକଟସ୍ଥ…