ବିଶେଷ ଖବର ଦଶହରାରେ ବିଜୟ ଉତ୍ସବ ପାଳନ କରି ପିତ୍ରାଳୟକୁ ବାହୁଡିଲେ ମା’ ଭଗବତୀ ବାଣପୁର: ଜାନିଯାତ୍ରା ପର୍ବପର୍ବାଣୀରେ ଘରକୁ ନିମନ୍ତ୍ରଣ କରି ପର୍ବଶେଷରେ ସସମ୍ମାନେ ଭଉଣୀମାନଙ୍କୁ ଭାରଥୁରଦେଇ ବିଦାୟ ଦେବା ମା’ ଭଗବତୀଙ୍କ ମାନବୀୟ ଲୀଳାର ଏକ ବିଚିତ୍ର ପରମ୍ପରା କାହିଁ…