ନିର୍ବାଚନ ସାକ୍ଷରତା କ୍ଲବ

ବାଲୁଗାଁ: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ନିୟମ ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ବାଲୁଗାଁ ମହାବିଦ୍ୟାଳୟ ନିର୍ବାଚନ ସାକ୍ଷରତା କ୍ଲବ…