Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୫ ହଜାର ୫୭ ଆକ୍ରାନ୍ତ ଚିହ୍ନଟ, ଗତକାଲି ଠାରୁ ମଧ୍ୟ ଆଜି କମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୫ ହଜାର ୯୦୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୬୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୯୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୧୨୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୦

ବାଲେଶ୍ଵର ଜିଲ୍ଲାରୁ- ୨୦୨

ବରଗଡ ଜିଲ୍ଲାରୁ- ୮୫

ଭଦ୍ରକ ଜିଲ୍ଲାରୁ- ୯୧

ବଲାଙ୍ଗୀରି ଜିଲ୍ଲାରୁ- ୧୩୩

ବୌଦ୍ଧ ଜିଲ୍ଲାରୁ- ୪୪

କଟକ ଜିଲ୍ଲାରୁ – ୪୯୫

ଦେବଗଡ ଜିଲ୍ଲାରୁ- ୫୧

ଢେଙ୍କାନାଳ ଜିଲ୍ଲାରୁ- ୬୯

ଗଞ୍ଜାମ ଜିଲ୍ଲାରୁ- ୬୦

ଜଗତସିଂହପୁର ଜିଲ୍ଲାରୁ- ୧୨୫

ଯାଜପୁର ଜିଲ୍ଲାରୁ- ୧୨୮

ଝାରସୁଗୁଡା ଜିଲ୍ଲାରୁ- ୫୦

କଳାହାଣ୍ଡି ଜିଲ୍ଲାରୁ- ୧୪୦

କନ୍ଧମାଳ ଜିଲ୍ଲାରୁ- ୮୪

କେନ୍ଦ୍ରାପଡା ଜିଲ୍ଲାରୁ- ୩୪

କେନ୍ଦୁଝର ଜିଲ୍ଲାରୁ- ୪୯

ଖୋର୍ଦ୍ଧା ଜିଲ୍ଲାରୁ- ୧୧୧୧

କୋରାପୁଟ ଜିଲ୍ଲାରୁ- ୭୬

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୩୫

ନବରଙ୍ଗପୁର ଜିଲ୍ଲାରୁ- ୧୩୬

ନୟାଗଡ ଜିଲ୍ଲାରୁ- ୨୧୭

ନୂଆପଡା ଜିଲ୍ଲାରୁ- ୧୯୦

ପୁରୀ ଜିଲ୍ଲାରୁ- ୯୪

ରାୟଗଡା ଜିଲ୍ଲାରୁ- ୮୫

ସମ୍ବଲପୁର ଜିଲ୍ଲାରୁ- ୧୭୯

ସୋନପୁର ଜିଲ୍ଲାରୁ- ୧୦୪

ସୁନ୍ଦରଗଡ ଜିଲ୍ଲାରୁ- ୪୨୯

ଷ୍ଟେଟ ପୁଲରୁ- ୨୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୨୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ ହଜାର ୩୯୬ ଏବଂ ବର୍ତ୍ତମାନ ୬୪ ହଜାର ୨୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।