ନୃତ୍ୟ ନିର୍ଦ୍ଦେଶକ ତଥା ଚିତ୍ରନାଟ୍ୟ ଲେଖକ ଏସ୍.କେ. ମୁରଲୀଧରନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ଜଣାଶୁଣା ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ ତଥା ଚିତ୍ରନାଟ୍ୟ ଲେଖକ ଏସ୍.କେ. ମୁରଲୀଧରନ୍‌ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର…