ଜାତୀୟ ଖବର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା, ପଂଜାବର ଅଧାଗସ୍ତରୁ ଫେରିଲେ ମୋଦୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଫେରୋଜପୁର ଗସ୍ତକୁ ବାତିଲ କରିଛନ୍ତି। ସେ ସେଠାରେ 42,750 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇ ଥାଆନ୍ତେ।…