ଅନ୍ତରାଷ୍ଟ୍ରୀୟ ବାତିଲ ହେବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ!: ଜାଣନ୍ତୁ ମ୍ୟାଚକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ’ଣ କହିଲେ ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବା। ହେଲେ ଏହି ଟେଷ୍ଟରେ…