ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା

ଭୁବନେଶ୍ଵର: ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୫୦ତମ ଜୟନ୍ତୀ ଅବସରରେ କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’ ଅନୁଷ୍ଠିତ ହୋଇଛି।…