ପାରଳା ସଟଡାଉନ

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାପାଳ ଆଜି ପାରଳାଖେମୁଣ୍ଡି ସହରରୁ 3 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଶୁକ୍ରବାର, ଶନିବାର ଓ ରବିବାର ଦିନ ସହର ସଟଡାଉନ ରହିବ।…