ଆଜିର ଖବର ପୁରୀର ବିକାଶ ପାଇଁ ଆଉ ୧୦୦.୮୩ କୋଟି ; ‘ଅବଢ଼ା’ ଯୋଜନାରେ ବଡ଼ ଅନୁଦାନ ପୁରୀ: ଶ୍ରୀଜଗନ୍ନାଥ ଧାମ ପୁରୀର ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ‘ଅବଢ଼ା’ ଯୋଜନାରେ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାଦ୍ୱାରା ଯୋଜନାର ମୋଟ…