ଫଟୋ ଖବର ପୁରୀ ‘ବ୍ଲୁ-ଫ୍ଲାଗ୍’ ବେଳାଭୂମିରେ ଓଟିଡିସି ତରଫରୁ ‘ହ୍ଵାଇଟ୍ କ୍ରାବ୍ କାଫେଟେରିଆ’ ଲୋକାର୍ପିତ ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ଖାଦ୍ୟ ପରସିବା ପାଇଁ ପୁରୀ ‘ବ୍ଲୁ-ଫ୍ଲାଗ୍’ ବେଳାଭୂମିରେ ଓଟିଡିସିର ‘ହ୍ଵାଇଟ୍ କ୍ରାବ୍ କାଫେଟେରିଆ’ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ କାଫେଟେରିଆକୁ ଲୋକାର୍ପିତ କରିଛନ୍ତି।…