ବିଶେଷ ଖବର ରାଜନୈତିକ ଦଳଗୁଡିକୁ ବଡ଼ ଆଶ୍ଵସ୍ତି, ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଅନୁଷ୍ଠିତ ହୋଇପାରିବ ରାଲି ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ଯୋଗୁଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥର ନିର୍ବାଚନ ପ୍ରଚାରରେ ସମାବେଶ ତଥା ସାଧାରଣ ସଭାରେ…