ପେଟ୍ରୋଲିଂ ଗାଡ଼ିକୁ ଆକ୍ରମଣ

ଜଗତସିଂହପୁର: ଜଗତସିଂହପୁର ସହରରେ ପୁଲିସ ପେଟ୍ରୋଲିଂ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। କଲେଜ ଛକ ନିକଟରେ ଗାଡ଼ି ଯାଞ୍ଚ ଓ ଖାନତଲାସି ସମୟରେ…