Categories
ଫଟୋ ଖବର

ଭୁବନେଶ୍ବରରେ ପୋଲିସ କମିଶନର କୋଭିଡ19 ଆଇନି ପାଳନକୁ କରୁଛନ୍ତି ତଦାରଖ

ଭୁବନେଶ୍ବର, ଭୁବନେଶ୍ବରର ବାପୁଜୀ ନଗରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କୋଭିଡ19 ଆଇନି ଉଲ୍ଲଂଘନ ତଦାରଖ କରୁଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି।