ପ୍ରବାସୀ ଓଡ଼ିଆ ଶ୍ରମିକ

​ଭୁବନେଶ୍ୱର: ଗୋଆରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ପରେ, ତାଙ୍କର ମରଶରୀରକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବ୍ରହ୍ମପୁର ଲୋକସଭା…