ଆଜିର ଖବର ବିଜେଡି ଛାଡିବାର କିଛି ସମୟ ପରେ ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ବର: ଶେଷରେ ବିଜେପିରେ ସାମିଲ ହେଲେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡି ଛାଡିବାର କିଛି ସମୟ ପରେ ସେ ରାଜ୍ୟ କାର୍ଯ୍ୟକାଳୟକୁ ଆସି…