ଆଜିର ଖବର ମହିଳାଙ୍କୁ ଫରେଷ୍ଟଗାର୍ଡଙ୍କ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ଧାରଣା କନ୍ଦର୍ପ ବେହେରା ରେଢାଖୋଲ: ଜନୈକା ମହିଳାଙ୍କୁ ଜଣେ ଫରେଷ୍ଟଗାର୍ଡ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍ଓ ଙ୍କ କାର୍ଯ୍ୟାଳୟରେ ପରିବାର ତରଫରୁ ଆଜି ଧାରଣାରେ ବସିଥିଲେ। ପ୍ରକାଶ…