Categories
ଫଟୋ ଖବର

ଷ୍ଟେସନକୁ କେହି ଆସିବାର ନାହିଁ, ହେଲେ ବିଛେଇ ହୋଇପଡିଛି ଏକ ଲାଲ କାରପେଟ , ଜାଣନ୍ତୁ କେଉଁଠି

ବର୍ତ୍ତମାନ କରୋନା କଟକଣା ପାଇଁ ଟ୍ରେନ ବନ୍ଦ, ଷ୍ଟେସନକୁ ଯାତ୍ରୀ ଆସିବାର ନାହିଁ। ହେଲେ ପ୍ରକୃତି ବିଛାଇ ଦେଇଛି ତାହାର ଲାଲ କାରପେଟ। ଏହା ଦୃଶ୍ୟଟି ହେଉଛି  କେରଳର ମେଲ୍ଲାଟୁର ଷ୍ଟେସନ, ଯେଉଁଠି କୃଷ୍ଣଚୂଡା ଫୁଲ ଷ୍ଟେସନ ସାରା ବିଛେଇ ହୋଇ ଲାଲା କରପେଟର ଭ୍ରମ ସୃଷ୍ଟି କରୁଛି।