ଫୁଲ ତୋଳିବା ହେଲା କାଳ

ନୀଳଗିରି: ବିଶ୍ୱକର୍ମା ପୂଜା ପୂର୍ବରୁ ଅଘଟଣ। ଫୁଲ ତୋଳିବା ବେଳେ ଛାତରୁ ଖସିପଡ଼ି ୧୪ ବର୍ଷୀୟ ନାବାଳକ ଆଦିତ୍ୟ ଜେନାଙ୍କ ମୃତ୍ୟୁ ଘଟିଛି। ନୀଳଗିରି ଏନ୍‌ଏସି ୨…