ଆଜିର ଖବର ଦୁଇଟି ସଂଖ୍ୟାଲଘୁ ପ୍ରାଧାନ୍ୟ ଆସନ ଜିତିଲା ବିଜେପି: ବିରୋଧୀ ମେଣ୍ଟକୁ ଟାର୍ଗେଟ କଲେ ସଂବିତ ନୁଆଦିଲ୍ଲୀ: ତ୍ରିପୁରାର ଦୁଇଟି ଆସନର ଉପ-ନିର୍ବାଚନରେ ବିଜେପିର ବିଜୟ ପରେ ଦଳର ମୁଖପାତ୍ର ଡଃ ସମ୍ବିତ ପାତ୍ର ବିରୋଧୀ ମେଣ୍ଟ ‘I.N.D.I.A. ‘ ଉପରେ ଆକ୍ରମଣ କରିଛନ୍ତି।…