ଆଜିର ଖବର ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି ରେଢ଼ାଖୋଲ (କନ୍ଦର୍ପ ବେହେରା): ଲୋକଙ୍କ ସରକାରରେ ଗାଁକୁ ରାସ୍ତା, ମହିଳାଙ୍କୁ ସମ୍ମାନ ନାରା ଦିଆଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡବାହାଳ ଗ୍ରାମ ପଞ୍ଚାୟତ…