ଅପରାଧ କାଶ୍ମୀରରେ ପୋଲିସ ଏବଂ ସେନାର ମିଳିତ ଚଢାଉ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ଶ୍ରୀନଗର: ଆତଙ୍କବାଦୀ ଲୁଚି ରହିଥିବା ଠିକଣା ଉପରେ ଗତକାଲି ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଚଢାଉ କରାଯାଇଛି। ଚଢାଉ ବେଳେ ଆତଙ୍କବାଦୀମାନଙ୍କ ଆପତ୍ତିଜନକ ସାମଗ୍ରୀ,…