ଆଜିର ଖବର ଓଡିଶାରୁ ଆରମ୍ଭ ହେଲା ତିନି ବର୍ଷ କମ ଶିଶୁଙ୍କ ପାଇଁ ନୂଆ ଅଭିଯାନ ‘ବାତ୍ସଲ୍ୟ’ ଭୁବନେଶ୍ବର, ତିନି ବର୍ଷରୁ କମ ବୟସର ଶିଶୁମାନଙ୍କ ସ୍ବାସ୍ଥ୍ୟ ଯତ୍ନ ବହୁତ ଜରୁରୀ। କାରଣ ଏହି ବୟସର ଶିଶୁଙ୍କୁ ହିଁ ବହୁ ମାତ୍ରାରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା…