Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାହାନାଗା ଟ୍ରେନ ଟ୍ରାଜେଡି: ମୃତ ଶରୀର ଚିହ୍ନଟ ପାଇଁ ରାଜ୍ୟ ସରକାର କଲେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ଵର: ବାଲେଶ୍ୱର ନିକଟ ବାହାନାଗା ବଜାର ଷ୍ଟେସନ ଠାରେ ଟ୍ରେନ୍ ଦୁର୍ଘଟଣା ସହିତ ଜଡିତ 170 ମୃତ ଶରୀରକୁ ନିମ୍ନ ଡାକ୍ତରଖାନାଗୁଡ଼ିକରେ ରଖାଯାଇଛି।

A. AIIMS (ଏମ୍ସ), ଭୁବନେଶ୍ୱର

B. AMRI (ଆମ୍ରି), ଭୁବନେଶ୍ୱର

C. SUM (ସମ) ହସ୍ପିଟାଲ୍, ଭୁବନେଶ୍ୱର

D. CAPITAL (କ୍ୟାପିଟାଲ୍) ହସ୍ପିଟାଲ୍, ଭୁବନେଶ୍ୱର

E. KIMS (କୀମସ) ହସ୍ପିଟାଲ, ଭୁବନେଶ୍ୱର

F. HI-TECH (ହାଇ-ଟେକ୍) ହସ୍ପିଟାଲ୍, ଭୁବନେଶ୍ୱର

ଚିହ୍ନିତ ହୋଇନଥିବା ମୃତ ଶରୀର ଫଟୋ ମଧ୍ୟ ରାଜ୍ୟ ସରକାରଙ୍କ ୱେବସାଇଟ୍ “www.bmc.gov.in” ରେ ଉପଲବ୍ଧ ଅଛି।

ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ନିମ୍ନୋକ୍ତ ହେଲ୍ପଲାଇନ ନମ୍ବରରେ ରେଳବାଇ ସହିତ ଯୋଗାଯୋଗ କରିବାକୁ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରାଯାଇଛି…

A. ଭୁବନେଶ୍ୱର 0674 – 2534027

B. କଟକ 8455889917

C. ଖୋର୍ଦ୍ଧା ରୋଡ୍ 0674 – 2492245 ଏବଂ 8455887999

D. ରାଜ୍ୟ ସରକାର – 1929।