ଆଜିର ଖବର ଆଜି ଉଦଘାଟିତ ହେବ ବିଜେଡିର ନୂତନ ରାଜ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ” ଭୁବନେଶ୍ବର: ଆଜି ଅକ୍ଷୟ ତୃତୀୟାରେ ଉଦଘାଟିତ ହେବ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ। ଯାହାର ନାମ ରହିଛି ‘ଶଙ୍ଖ ଭବନ’। ଓଡ଼ିଶାରେ କ୍ରମାଗତ ପଞ୍ଚମ ଥର…