ଅପରାଧ ଉରୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀ ନିହତ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ଉରୀ ନିକଟସ୍ଥ ରାମପୁର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛି। ସୁରକ୍ଷା ବାହିନୀ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା…