ବିଶେଷ ଖବର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବ୍ରିକ୍-ଜୀବ ବିଜ୍ଞାନ ପ୍ରତିଷ୍ଠାନର ଦୁଇ ବୈଜ୍ଞାନିକ ଡ. ସଞ୍ଜୀବ କୁମାର ସାହୁ ଏବଂ ଡ. ଅମରେଶ ଚନ୍ଦ୍ର ପଣ୍ଡା ପୁନର୍ବାର ବିଶ୍ୱର ଶ୍ରେଷ୍ଠ ୨…