ଆଜିର ଖବର ଘରେ ଶଙ୍ଖ ରଖିବା ନିଶ୍ଚିତ ଶୁଭ, ହେଲେ ଯଦି ଏହି ଭୁଲ କରିଦେଲେ ତେବେ କଥା ସରିଲା ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଶଙ୍ଖକୁ ପବିତ୍ର ବିବେଚନା କରାଯାଏ। ସମୁଦ୍ର ମନ୍ଥନ ସମୟରେ ଏହି ଶଙ୍ଖଟି ଉତ୍ପନ୍ନ ହୋଇଥିଲା। ଆମ ପୂଜାପାଠରେ ଶଙ୍ଖ ରଖିବା ଏବଂ ଏହାକୁ ନିୟମିତ…