ଆଜିର ଖବର ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀଙ୍କ ଅଧ୍ୟକ୍ଷତା ନୂଆଦିଲ୍ଲୀ: ଭାରତ ସରକାରଙ୍କ ସଞ୍ଚାର ମନ୍ତ୍ରଣାଳୟ ଅଧୀନସ୍ଥ ଦୂରସଞ୍ଚାର ବିଭାଗ ଦ୍ୱାରା ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୬ ଅବସରରେ ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…