ଆଜିର ଖବର ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ବୋରିଭାଲି, ଅମ୍ବାଲା ଏବଂ ମାଙ୍ଗାଲୁରୁ ସମେତ ବ୍ୟସ୍ତବହୁଳ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କରିଛନ୍ତି।…