ଆଜିର ଖବର ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଉପକଣ୍ଠ ତାରା ସିଂ ଥାନା ଅନ୍ତର୍ଗତ ରାଇଗୋଛା ଗ୍ରାମର ବଳରାମ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ସଲୀଳ ସମାଧୀ ଘଟିଛି।…