ଆଜିର ଖବର ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ ଯାଜପୁର: ଗେଙ୍ଗୁଟି ନଦୀରେ ଘଟିଛି ଅଘଟଣ। ରାତି ଅଧରେ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଦମ୍ପତ୍ତି। ପ୍ରଖର ସ୍ରୋତରେ ସ୍ୱାମୀ-ସ୍ତ୍ରୀ ଭାସିଯାଇଥିବା ବେଳେ ଉଦ୍ଧାର ହୋଇଛନ୍ତି ସ୍ତ୍ରୀ।…