Categories
ଆଜିର ଖବର ରାଜ୍ୟ ଖବର

ସ୍ବଚ୍ଛତା ବାର୍ତ୍ତା ନେଇ ଭୁବନେଶ୍ବରରେ ଆୟୋଜିତ ହେଲା ସାଇକ୍ଲୋଥୋନ

ଭୁବନେଶ୍ବର:  ଆଜି ସକାଳ ପାଗ କୋହୋଲିଆ ଥିଲେ ମଧ୍ୟ ଭୁବନେଶ୍ବରରେ ଆୟୋଜିତ ହୋଇଛି ସାଇକ୍ଲୋଥୋନ। ଯାହାର ବାର୍ତ୍ତା ହେଉଛି କ୍ଲିନ, ଗ୍ରୀନ, ଲିଭେବୁଲ। ଅର୍ଥାତ ସ୍ବଚ୍ଛ, ସବୁଜ, ସ୍ବାସ୍ଥ୍ୟ। ଏହାକୁ ଆୟୋଜନ କରିଛନ୍ତି ଭୁବନେଶ୍ବର ସ୍ମାଟ ସିଟି ଲିମିଟେଡ। ଏହି ଶୋଭାଯାତ୍ରାରେ 70 ଜଣ ସାଇକେଲ ଆରୋହୀ ଯୋଗଦାନ କରିଥିଲେ। ସକାଳୁ ସେମାନେ କିଟ ଛକରୁ ଶୋଭାଯାତ୍ରା ଆରମ୍ଭ କରି ଶିଖରଚଣ୍ଡୀ ପର୍ଯ୍ୟନ୍ତ ଯାଇଥିଲେ।