ଆଜିର ଖବର ପୁରୀରେ ଭେଜାଲ ଖଜା କାରଖାନା ଉପରେ ପୋଲିସର ଚଢ଼ାଉ ପୁରୀ: ଶ୍ରୀକ୍ଷେତ୍ରରେ ଅସାଧୁ ଖଜା ବ୍ୟବସାୟୀଙ୍କ ବିରୋଧରେ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭକ୍ତମାନଙ୍କୁ ନିମ୍ନମାନର, ଭେଜାଲ ଓ ଚଢ଼ା…