ଭେଦଭାବମୁକ୍ତ

ଭୁବନେଶ୍ବର: ସ୍ବାମୀ ବିବେକାନନ୍ଦ ସର୍ବଦା ଏକ ଭେଦଭାବମୁକ୍ତ ଭାରତର ସ୍ବପ୍ନ ଦେଖିଥିଲେ। ଭାରତ ଯାହାକି ଆତ୍ମନିର୍ଭର ହୋଇଥିବ, ଭାରତ ଯେଉଁଠାରେ ମହିଳାମାନେ ସଶକ୍ତ ହୋଇଥିବେ। ‘‘ସ୍ବାମୀ ବିବେକାନନ୍ଦଙ୍କ…