ରାଜ୍ୟ ଖବର ଡେୟାରୀ କ୍ଷେତ୍ରକୁ ମିଳିଲା ଡିଜିଟାଲ୍ ଗତି; ଏକାଧିକ ପୋର୍ଟାଲ ଓ ଏସଓପିର ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ମନ୍ତ୍ରଣାଳୟ ଅଧିନସ୍ଥ ପଶୁପାଳନ ଏବଂ ଦୁଗ୍ଧଉତ୍ପାଦନ ବିଭାଗ ଆନୁକୂଲ୍ୟରେ ୮ ଜୁଲାଇ ୨୦୨୦ ରେ ଓଡ଼ିଶାର ଭୁବନେଶ୍ୱରଠାରେ ଖୁରା–ମୁହଁ…