ଆଜିର ଖବର ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ଅମୂଲ ଘିଅ ଓ ବଟର ଦର ବୃଦ୍ଧି; ଖାଉଟିଙ୍କ ପକେଟ୍କୁ ଝଟ୍କା ଦୀପାବଳିର ଖୁସି ମଧ୍ୟରେ ସାଧାରଣ ଖାଉଟିଙ୍କୁ ଲାଗିଛି ମହଙ୍ଗା ମାଡ଼। ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ଘିଅ ଓ ବଟରର ଦର ବଢ଼ାଇଛି ଦେଶର ପ୍ରମୁଖ ଦୁଗ୍ଧଜାତ…