ବିଶେଷ ଖବର ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଓଡ଼ିଶାର ଜୀବନରେଖା ମହାନଦୀର ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ଦୀର୍ଘଦିନର ବହୁଚର୍ଚ୍ଚିତ ସମସ୍ୟାର ସ୍ଥାୟୀ ଓ ଗ୍ରହଣୀୟ ସମାଧାନ ଦିଗରେ ନୂଆଦିଲ୍ଲୀଠାରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…