ବିଶେଷ ଖବର ପଞ୍ଚାନନ କାନୁନଗୋଙ୍କ ମିଥ୍ୟା ଅଭିଯୋଗକୁ ଆଇନ ମନ୍ତ୍ରୀଙ୍କ କଡ଼ା ଜବାବ: ମହାପ୍ରଭୁଙ୍କ ଜମି ହଡ଼ପ ପ୍ରମାଣିତ ହେଲେ ଛାଡ଼ିବି ରାଜନୀତି ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ଏବଂ ଆତ୍ମସାତ୍କୁ ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ଆଗତ ବ୍ୟକ୍ତିଗତ ଅଭିଯୋଗ ଉପରେ କଡ଼ା ଏବଂ ଭାବବିହ୍ୱଳ ପ୍ରତିକ୍ରିୟା…