ଆଜିର ଖବର ବଢିଲା ଅନ୍ତର୍ଜାତୀୟ ଯୋଗ ଦିବସ ମିଡ଼ିଆ ସମ୍ମାନ ପାଇଁ ପ୍ରବେଶିକା ପଠାଇବାର ଅନ୍ତିମ ତାରିଖ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରଚାର-ପ୍ରସାରରେ ମିଡିଆର ସକାରାତ୍ମକ ଭୂମିକା ଓ ଦାୟୀତ୍ବକୁ ସ୍ବୀକାର କରି ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ (ଏୱାଇଡିଏମଏସ୍) ଦ୍ବିତୀୟ ସଂସ୍କରଣ…