ଆଜିର ଖବର ଜୀ ସାର୍ଥକ ‘ଦେଖନ୍ତୁ ଲଗାତାର ଜିତନ୍ତୁ କାର’ ମେଗା କଣ୍ଟେଷ୍ଟର ମେଗା ବିଜେତା ହେଲେ “ମମତା ଦାସ” ଭୁବନେଶ୍ଵର: ଜୀ ସାର୍ଥକ ଓଡ଼ିଶାର ଘରେ ଘରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। ଓଡ଼ିଆ ସଂସ୍କୃତି, ନିଚ୍ଛକ ପାରିବାରିକ ମୂଲ୍ୟବୋଧ ଏବଂ ସାମାଜିକ ବାସ୍ତବତାକୁ ନେଇ ନିର୍ମିତ…