ଆଜିର ଖବର ପେଗାସସ୍ ଗୁଇନ୍ଦାଗିରି ଘଟଣା: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ, ଶୋଇବା ଘରର କଥାବାର୍ତ୍ତା ଶୁଣୁଛି ମୋଦୀ ସରକାର ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ,…