ଜାତୀୟ ଖବର ମ୍ୟାରୀ କମ୍ଙ୍କ ବିରୋଧରେ ମାନହାନୀ ମାମଲା: ପୂର୍ବତନ ସ୍ୱାମୀ ଦାୟର କଲେ ମକଦ୍ଦମା ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବକ୍ସର୍ ମ୍ୟାରୀ କମ୍ଙ୍କ ବିରୋଧରେ ତାଙ୍କ ପୂର୍ବତନ ସ୍ୱାମୀ କରୋଙ୍ଗ ଓଙ୍ଖୋଲୋର୍ ଦିଲ୍ଲୀର ସାକେତ୍ କୋର୍ଟରେ ଏକ ମାନହାନୀ ମାମଲା ରୁଜୁ…