ବିଶେଷ ଖବର ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦୁଇଜଣ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି କରିଛନ୍ତି। ସେମାନେ ହେଲେ ସଂଜୀବ ପଣ୍ଡା ଏବଂ ଯଶୱନ୍ତ ଜେଠୱା। ଏହି ଦୁଇଜଣ…