ରବୀନା ଟଣ୍ଡନ

ମୁମ୍ବାଇ: ସୋସିଆଲ ମିଡିଆରେ ରବୀନା ଟଣ୍ଡନଙ୍କ ଝିଅ ରାଶା ଏବେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ରାଶା ତାଙ୍କ ମା’ଙ୍କ ଚେହେରା ସହିତ ବହୁତ ପରିମାଣରେ ମେଳ ଖାଉଛନ୍ତି।…