ଅପରାଧ ପୂର୍ବ ଶତ୍ରୁତାରୁ ରାଜଧାନୀରେ ଆତଙ୍କ, ଯୁବକଙ୍କୁ ମରଣାନ୍ତକ ସଂଘବଦ୍ଧ ଆକ୍ରମଣ ଭୁବନେଶ୍ୱର: ପାର୍ବଣ ଋତୁରେ ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧଉଳି ଥାନା ଅଞ୍ଚଳରେ ଏକ ଭୟାନକ ଓ ସଂଘବଦ୍ଧ ଆକ୍ରମଣ ଘଟିଛି।…