ରାଜ୍ୟ ଖବର ଐତିହାସିକ ବାଲିଯାତ୍ରା ପାଇଁ ସୁରକ୍ଷା ବଳୟ: ପଡ଼ିଆରୁ ରାଷ୍ଟ୍ରପତିଙ୍କ ଗସ୍ତ ପଥ ପର୍ଯ୍ୟନ୍ତ କଡ଼ା ପହରା କଟକ: ଆଉ ମାତ୍ର ଦିନକ ପରେ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା। ଚଳିତ ବର୍ଷ ଏହି ମହାସମାଗମରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ…