Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା

ଭଦ୍ରକ : ରୋଗୀ ମୃତ୍ୟକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଧୁଷୁରି ଥାନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଅଭିଯୋଗରେ ପରିବାର ଲୋକେ ହୋହଲ୍ଲା କରିବାସହ ଡାକ୍ତରଙ୍କୁ ଘେରିଛନ୍ତି ରୋଗୀ ସମ୍ପର୍କୀୟ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।