ଆଜିର ଖବର ଶକ୍ତି ସଂରକ୍ଷଣ ପ୍ରକଳ୍ପ ପାଇଁ ୧୪,୫୦୦ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍, ଗ୍ରୀଡ୍-ସ୍ତରୀୟ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ବିକାଶ ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଯୋଜନାକୁ ଅନୁମୋଦନ କରିଛି।…